ନର୍ସିଂହୋମ ନାମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ
·1 year ago·1 min read

Key Points
ଗତ କିଛିଦିନ ତଳେ ମହିଳାଙ୍କର ତ୍ରୁଟିପୂର୍ଣ୍ଣ ଅପରେସନ ହୋଇଥିବା ଅଭିଯୋଗ
ପରିବାର ଲୋକେ ସମ୍ପୃକ୍ତ ହସ୍ପିଟାଲ ନାମରେ ଅଭିଯୋଗ କରିଛନ୍ତି
କଟକରେ ଏକ ଘରୋଇ ନର୍ସିଂହୋମ ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଘଟଣା କୁ ନେଇ ବଢୁଛି ବିବାଦ । ଗତ କିଛି ଦିନ ତଳେ ଜଣେ ମହିଳା ଙ୍କ ର ତ୍ରୁଟି ପୁର୍ଣ ଅସ୍ତ୍ରୋପଚାର ହୋଇଥିଲା। ଏନେଇ ପରିବାର ଲୋକେ ସମ୍ପୃକ୍ତ ହସ୍ପରିଟାଲ ନାମରେ ମଙ୍ଗଳାବାଗ ଥାନା ରେ ଅଭିଯୋଗ କରିଥିଲେ ।ଏହା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ।
ଘଟଣା କୁ ଏତେ ଦିନ ବିତିଯାଇଥିଲେ ସୁଦ୍ଧା ଉକ୍ତ ହସ୍ପିଟାଲ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଯାହାକୁ ନେଇ ଆଜି ହିନ୍ଦୁସେନା ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇ ଥିଲା ଏବଂ ଉକ୍ତ ହସ୍ପିଟାଲ କୁ ସିଲ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ହିନ୍ଦୁ ସେନା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: