Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୮ ବର୍ଷ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ବର୍ଗ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
୮ ବର୍ଷ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ବର୍ଗ

୮ ବର୍ଷ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ବର୍ଗ l ପୀଡିତା ନା ବାଳିକା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ରେ ଭର୍ତି ହୋଇ ଚିକିତ୍ସା ଜାରି ରହିଛି l ଘଟଣା ଘଟିଛି ଲମତାପୁଟ ବ୍ଲକ ଗୁନେଇପଡା ଅନସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛତ୍ରୀନିବାସ ରେ ଘଟଣା ଘଟିଥିବା ନେଇ ମାଛକୁଣ୍ଡ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାଇ ଗତ ମାସ ୧୩ ତାରିଖରେ ରାତି ଅଧିଆ ରେ ଜଣେ ଯୁବକ ଛାତ୍ରୀ ବାସ କୁ ପ୍ରବେଶ କରି ୮ ବର୍ଷ ର ଝିଅକୁ ବଳତ୍କାର କରିଥିବା ଅଭିଯୋଗ ହୋଇଛି l ଗତକାଲି ଛୁଟି ହେବା ପରେ ଛାତ୍ରୀ ଜଣ ଙ୍କୁ ପରିବାର ବର୍ଗ ଘରକୁ ନେଇଯାଇଥିଲେ l


ସେଠାରେ ଛାତ୍ରୀ ଅସୁସ୍ଥତା ଥିବା ଦେଖି ଛାତ୍ରୀକୁ ପଚାର ଉଚରା ପରେ ସବୁ ଜଣା ପଡିଥିଲା l ଅନ୍ୟପକ୍ଷରେ ଏହି ଘଟଣା ୧୩ ତାରିଖରେ ଘଠିଥିଲେ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ କାହିଁକି କାହାକୁ ନ ଜଣାଇ ଗତକାଲି ପୀଡ଼ିତାଙ୍କୁ ଘରକୁ ପଠାଇ ଥିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି ପରିବାର ବର୍ଗ l ଏବଂ ଅଭିଯୋଗ ପରେ ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷ ଅଧିକାରୀ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegations of raping an 8-year-old girl | Argus News