ଦୁଇ ଦିନର ନବଜାତକକୁ ଚୋରି କରିନେଇଥିବା ଅଭିଯୋଗ
·1 year ago

ସମ୍ବଲପୁର: ବୁର୍ଲା ଭୀମସାରରୁ ନବଜାତକ ଚୋରି । ଦୁଇ ଦିନର ନବଜାତକ ଶିଶୁକୁ ଚୋରି କରି ନେଇଥିବା ଅଭିଯୋଗ । ଘଟଣାସ୍ଥଳରେ ପହଞ୍ଚିଲା ବୁର୍ଲା ପୋଲିସ । ବିଭିନ୍ନ ସିସିଟିଭି କ୍ୟାମେରାରେ ଚାଲିଛି ଛାନଭିନ୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: