Videos
|
Odisha

ନିଶା ନିବାରଣ ପାଇଁ ଜିରୋ ଟଲେରାନ୍ସ ନୀତି ପାଇଁ ଅମିତ୍ ଶାହାଙ୍କ ଆହ୍ୱାନ

Banajyotshna Ray
Browse all articles by Banajyotshna Ray
·1 year ago
ନିଶା ନିବାରଣ ପାଇଁ ଜିରୋ ଟଲେରାନ୍ସ ନୀତି ପାଇଁ ଅମିତ୍ ଶାହାଙ୍କ ଆହ୍ୱାନ

ଅର୍ଗସ ବ୍ୟୁରୋ:  ନିଶା ମୁକ୍ତ ଭାରତ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଙ୍କ ଦିଗ୍ ଦର୍ଶନରେ ନିଶା ନିବାରଣ ପାଇଁ ଜିରୋ ଟଲେରାନ୍ସ ନୀତି ପାଇଁ ଅମିତ୍ ଶାହାଙ୍କ ଆହ୍ୱାନ । ନାର୍କୋଟିକସ୍ ବା ନିଶା କୁ ବିରୋଧ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଏଥିପାଇଁ ଜିରୋ ଟଲରାନ୍ସ ମନୋଭାବ ସହିତ ଆମେ ଦେଶକୁ ନିଶା ନିବାରଣ ମୁକ୍ତ, ନିଶା ମୁକ୍ତ ଏବଂ ଏହାର ସଂକଳ୍ପକୁ ପୂରଣ କରିବା ବୋଲି ଆଜି ରାଯପୁର ରେ ନାର୍କୋଟିକ୍ ସମୀକ୍ଷା ବୈଠକ କୁ ସମବୋଧନ କରି କହିଛନ୍ତି ଅମିର୍ ଶାହା। ପ୍ରଧାନମନ୍ତ୍ରୀ ମୁଁ ନିଶ୍ଚିତ ଯେ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋର ଏହି ଜୋନାଲ କାର୍ଯ୍ୟାଳୟ ନିଶା ନିୟନ୍ତ୍ରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦେଶର ପ୍ରତ୍ୟେକ ରାଜ୍ୟରେ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ପ୍ରତିଷ୍ଠା କରିବାକୁ ଆମେ ଲକ୍ଷ୍ୟ ରଖିଛୁ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Amit Shah calls for zero tolerance policy for drug addiction | Argus News