Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅମିତ ଶାହଙ୍କ କାର୍ଯ୍ୟକର୍ତ୍ତା ବୈଠକ ଶେଷ 

Odisha

ଅମିତ ଶାହଙ୍କ କାର୍ଯ୍ୟକର୍ତ୍ତା ବୈଠକ ଶେଷ 

Smruti Parija
Browse all articles by Smruti Parija
·2 years ago
ଅମିତ ଶାହଙ୍କ କାର୍ଯ୍ୟକର୍ତ୍ତା ବୈଠକ ଶେଷ 

ଅର୍ଗସ ବ୍ୟୁରୋ:  ଅମିତ ଶାହଙ୍କ କାର୍ଯ୍ୟକର୍ତ୍ତା ବୈଠକ ଶେଷ । ରାଜ୍ୟ ନେତୃତ୍ୱଙ୍କୁ ଶାହ ଦେଲେ ନିର୍ବାଚନୀ ଟିପ୍ସ୍ । ବୈଠକରେ ପ୍ରସ୍ତୁତ ହେଲା ବିଜୟୀ ରଣନୀତି ।  ବୈଠକରୁ ବାହାରି ବିମାନ ବନ୍ଦର ଅଭିମୁଖେ ଯିବେ ଶାହ । ରାତିରେ ଫେରିଯିବାର ରହିଛି କାର୍ଯ୍ୟକ୍ରମ । ଭୋପାଳ ଯିବାର ରହିଛି କାର୍ଯ୍ୟକ୍ରମ । 

କେନ୍ଦ୍ର ଗୃହମନ୍ତ୍ରୀ। ଓଡ଼ିଶାରୁ 20ରୁ ଅଧିକ ବିଜେପି ସାଂସଦଙ୍କୁ ଜିତାଇ ତୃତୀଥ ଥର ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର ବନାଇବାକୁ ଓଡ଼ିଶାବାସୀଙ୍କ ଆହ୍ବାନ ଦେଇଛନ୍ତି ଶାହ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Amit Shah's meeting is over-in-bhubaneswar | Argus News