Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାତୀ ଆକ୍ରମଣରେ ଜଣେ ମୃତ

Odisha

ହାତୀ ଆକ୍ରମଣରେ ଜଣେ ମୃତ

Rashmita Mishra
Browse all articles by Rashmita Mishra
·1 year ago
ହାତୀ ଆକ୍ରମଣରେ ଜଣେ ମୃତ

ଅର୍ଗସ ବ୍ୟୁରୋ: ବାରିପଦା ସଦର ଥାନା ବାଉଁଶବିଲା ପଞ୍ଚାୟତ ଅଞ୍ଚଳରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ମୃତ । ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲା ହାତୀ । ମୃତ ବ୍ୟକ୍ତି ଜଣକ ହେଲେ ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ। ଆଜି ଭୋର ସମୟରେ ମଧୁସୂଦନ ବିଲକୁ ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଇଥିଲା ଦନ୍ତା । ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ରାତିରେ 30ରୁ ଅଧିକ ହାତୀପଲ ଚାଷଜମି ନଷ୍ଟ କରିବା ସହ ବିଭିନ୍ନ ଗାଁରେ ପଶି ଖଳାରୁ ଖାଇଛନ୍ତି ଧାନ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one-dead-in-elephant-attack | Argus News