ଆଜି ବସିବ ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ
·1 year ago

ଅର୍ଗସ ବ୍ୟୁରୋ: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଷୟ ଉପରେ ହେବ ଆଲୋଚନା । ଅନେକ ଗୁଡିଏ ପ୍ରସ୍ତାବ ଉପରେ ବାଜିପାରେ ରାଜ୍ୟ କ୍ୟାବିନେଟର ମୋହର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: