ସକାଳୁଆ ଅଙ୍ଗନବାଡି, ସକାଳ ୭ରୁ ଦିନ ୧୧ଟା ୩୦ ଯାଏଁ
·2 years ago

ଅର୍ଗସ ବ୍ୟୁରୋ: ଆସିଲା ବଡ ଖବର। ଅଙ୍ଗନବାଡି ସକାଳୁଆ ହେବ । ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସରକାରଙ୍କ ନିଷ୍ପତ୍ତି। ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏଁ ଚାଲିବ। ସକାଳୁଆ ସ୍କୁଲ ପାଇଁ ପୂର୍ବରୁ ଘୋଷଣା ହୋଇସାରିଛି। ଯେଉଁଭଳି ଭାବରେ ରାଜ୍ୟରେ ତାତି ବଢ଼ୁଛି ଏହାକୁ ଦୃଷ୍ଟିରେ ରଖି ସରକାର ଅଙ୍ଗନବାଡି ସକାଳୁଆ ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: