ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ରେଡ୍
·11 months ago

Key Points
ଭିଜିଲାନ୍ସ ପଞ୍ଝାରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ରେଡ୍
ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ, ଗଞ୍ଜାମର ୮ଟି ସ୍ଥାନରେ ଚଢାଉ
ଭିଜିଲାନ୍ସ ପଞ୍ଝାରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ରେଡ୍ । ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ ଏବଂ ଗଞ୍ଜାମର ୮ଟି ସ୍ଥାନରେ ଚଢାଉ ଚାଲିଛି । ସୁନ୍ଦରଗଡ଼ରେ ୩ ମହଲା ଘର, ରାଉରକେଲା ଗୋପବନ୍ଧୁ ନଗରରେ ଦୁଇ ମହଲା ଘର, ଭୁବନେଶ୍ୱର ଘାଟିକିଆରେ ଦୁଇଟି ଫ୍ଲାଟ, ଗଞ୍ଜାମରେ ପୈତୃକ ଘର, ଗଞ୍ଜାମରେ ଶ୍ବଶୁର ଘର, ଅନୁଗୁଳର ସରକାରୀ କ୍ଵାଟର, ଏବଂ ଅନୁଗୁଳର ଅଫିସରେ ଚଢାଉ ଜାରି । ରେଡରେ ସାମିଲ ଅଛନ୍ତି ୩ ଜଣ DSP, ୧୦ ଜଣ ଇନ୍ସପେକ୍ଟର, ଏବଂ ୪ଜଣ ASI।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: