Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ରାସ୍ତା ଉପରେ ଜଳିଲା ବ୍ୟାଟେରି ଗାଡି

Rashmita Mishra
Browse all articles by Rashmita Mishra
·1 year ago
ପୁଣି ରାସ୍ତା ଉପରେ ଜଳିଲା ବ୍ୟାଟେରି ଗାଡି

ଅର୍ଗସ ବ୍ୟୁରୋ: ପୁଣି ରାସ୍ତା ଉପରେ ଜଳିଲା ବ୍ୟାଟେରି ଗାଡି । ନେତାଜୀ ବ୍ରିଜ ଉପରେ ଜଳିଗଲା ଗାଡି । କିଛି ସମୟ ପାଇଁ ଯାତାୟତ ରେ ବାଧା ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ଦମକଳବାହିନୀ ଆସି ନିଆଁ ଲିଭାଇ ଆୟତ୍ତ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another battery-powered vehicle caught fire on the road. | Argus News