Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଯବାନଙ୍କ ଗୁଳିମାଡ଼ରେ ୮ ନକ୍ସଲ ନିପାତ

Odisha

ଯବାନଙ୍କ ଗୁଳିମାଡ଼ରେ ୮ ନକ୍ସଲ ନିପାତ

Smruti Parija
Browse all articles by Smruti Parija
·1 year ago
ଯବାନଙ୍କ ଗୁଳିମାଡ଼ରେ ୮ ନକ୍ସଲ ନିପାତ

Key Points

ଛତିଶଗଡ଼ରେ ପୁଣିଥରେ ବଡ଼ ଧରଣର ଏନକାଉଣ୍ଟର

ଅର୍ଗସ ବ୍ୟୁରୋ: ଛତିଶଗଡ଼ରେ ପୁଣିଥରେ ବଡ଼ ଧରଣର ଏନକାଉଣ୍ଟର । ଯବାନଙ୍କ ଗୁଳିମାଡ଼ରେ ୮ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ବିଜାପୁର ଗାଙ୍ଗଲୁର ଥାନା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ସାଙ୍ଗକୁ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେଶନ ଜାରି ରହିଛି । ଗୋଟିଏ ସପ୍ତାହ ପୂର୍ବରୁ ଛତିଶଗଡ଼ରେ ଯବାନଙ୍କୁ ବଡ଼ ସଫଳତା ମିଳିଥିଲା । ଯେଉଁଥିରେ ୧୪ ଜଣ ନକ୍ସଲଙ୍କ ମୁଣ୍ଡ ଗଡ଼ିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
another-major-encounter-in-chhattisgarh-eight-naxals-killed-in-jawan-firing-reports | Argus News