Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ପୁଣି ହତ୍ୟା

Smruti Parija
Browse all articles by Smruti Parija
·1 year ago
ରାଜଧାନୀରେ ପୁଣି ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ପୁଣି ହତ୍ୟା । ଫୁଲ ତୋଳିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସୂଚନା । ହତ୍ୟାକାଣ୍ଡର ଶିକାର ବାଉରିବନ୍ଧୁ ବେହେରା । ରାସ୍ତା ଉପରେ ପଡିଛି ବାଉରିଙ୍କ ମୃତଦେହ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବିରିବନ୍ଧରେ ଘଟିଛି ହତ୍ୟାକାଣ୍ଡ। ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ପ୍ରତିଦିନ ଲୁଟ୍ ପ୍ରତି ଦିନ ହତ୍ୟା, ଚୋରି ଭଳି ଜଘନ୍ୟ ଘଟଣା ସାମନାକୁ ଆସୁଛି । ଯାହା ଏବେ ରାଜଧାନୀବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another murder in the bhubaneswar- Reports suggest that the murder was committed over flower picking | Argus News