Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରରେ ଗୀତ ଗାଇବା ଛଡା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ

Rashmita Mishra
Browse all articles by Rashmita Mishra
·1 year ago
ବାରରେ ଗୀତ ଗାଇବା ଛଡା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ

ଅର୍ଗସ ବ୍ୟୁରୋ: ବାରରେ ଗୀତ ଗାଇବା ଛଡା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ବିଭାଗ ପକ୍ଷରୁ ଆଣାଯାଇଥିବା ଏହି ଗାଇଡ଼ଲାଇନ କୁ ଉଲଂଘନ କଲେ ନିଆଯିବ କୋଠର କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ଗାଇଡ ଲାଇନ ଉଲଂଘନ କରିବେ ସେଥିପାଇଁ ସେହି ଲାଇସେନ୍ସି ତାର ଦାୟୀ ରହିବ । ସେହି ଲାଇସେନ୍ସିର ଲାଇସେନ୍ସକୁ ସରକାର ରଦ୍ଦ କରିବେ । ଏପରିକି ମ୍ୟୁଜିକ କେତେ ଡେସିବିଲ ଭିତରେ କରିବେ ତାର ମଧ୍ୟ ଆମେ ଗାଇଡ଼ ଲାଇନ ରେ ଉଲ୍ଲେଖ କରିଛୁ ତାକୁ ଉଲଂଘନ କଲେ ବି ଆକ୍ସନ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ଓଡିଶାରେ କରିବାକୁ ଦିଆଯିବନି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Apart from singing, dancing has been completely banned by the unemployment department | Argus News