Fire Incident / ଲକ୍ଷ୍ମୀସାଗର ବସନ୍ତଭିଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୁଇ ମୃତ
·1 hour ago

Key Points
ଲକ୍ଷ୍ମୀସାଗର ବସନ୍ତଭିଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡରେ ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ
ବସନ୍ତ ବେହେରା,ସୁଲୋଚନା ବେହେରାଙ୍କର ମୃତ୍ୟୁ ହୋଇଛି
ଅଗ୍ନିକାଣ୍ଡରେ ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ
ବସନ୍ତ ବେହେରା,ସୁଲୋଚନା ବେହେରାଙ୍କର ମୃତ୍ୟୁ ହୋଇଛି
ଲକ୍ଷ୍ମୀସାଗର ବସନ୍ତଭିଲ୍ଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଧୁଆଁରେ ଅଣନିଶ୍ବାଶୀ ହୋଇ ଦୁଇ ଜଣଙ୍କର ଜୀବନ ଯାଇଛି । ମୃତକ ହେଲେ ବସନ୍ତ ବେହେରା,ସୁଲୋଚନା ବେହେରା । ଜଣେ ନାବାଳିକା ଝିଅ ଗୁରୁତର ଅଛନ୍ତି । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।ପୋଲିସ ମୃତ ଦେହ ଉଦ୍ଧାର କରି ତଦନ୍ତ କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories