Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବଶୀଘ୍ର ଅର୍ଗସ ଆଣୁଛି ସ୍ବାଦ ଓଡ଼ିଶା ସିଜିନ ୩

Ritu Das
Browse all articles by Ritu Das
·1 year ago
ଖୁବଶୀଘ୍ର ଅର୍ଗସ ଆଣୁଛି ସ୍ବାଦ ଓଡ଼ିଶା ସିଜିନ ୩

Key Points

ଖୁବଶୀଘ୍ର ଅର୍ଗସ ଆଣୁଛି ସ୍ବାଦ ଓଡ଼ିଶା ସିଜିନ ୩

ରୋଷେଇର ନିଆରା କାର୍ଯ୍ୟକ୍ରମ। ଯାହା ଆପଣମାନଙ୍କୁ ନିଶ୍ଚିତ ବାନ୍ଧିରଖିବ ଏହି କାର୍ଯ୍ୟକ୍ରମ। ମାଷ୍ଟରସେଫ ସ୍ମୃତିଶ୍ରୀ ପୁଣି ରୋଷେଇ ମାଧ୍ୟମରେ ଭେଟିଦେବାକୁ ଯାଉଛନ୍ତି ଆଉ ଜଣେ ନୂଆ ଟ୍ୟାଲେଣ୍ଟକୁ। ଅର୍ଗସ ନ୍ୟୁଜର ଦର୍ଶକଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଅର୍ଗସ ଆଣୁଛି ସ୍ବାଦ ଓଡ଼ିଶା ସିଜିନ ୩। ପୂର୍ବ ଦୁଇଟି ସିଜିନର ସଫଳତା ପରେ ତୃତୀୟ ସିଜିନ ପାଇଁ ଆରମ୍ଭ ହୋଇଯାଇଛି ସବୁ ପ୍ରସ୍ତୁତି। ଯଦି ଆପଣ ଏଥିରେ ଜଣେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିବାକୁ ଚାହାନ୍ତି।


ତେବେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରନ୍ତୁ ଆବେଦନ। ତେବେ ଅଧିକ ଜାଣିବା ପାଇଁ ଅର୍ଗସ ନ୍ୟୁଜକୁ ସବସ୍କ୍ରାଇବ କରନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
argus-is-coming-soon-with-taste-of-odisha-season-3 | Argus News