Sidhartha Pradhan / ପ୍ରଥମ ଥର ଓଡ଼ିଶା ଜାଣିବ ସତ: କାହିଁକି ଅଟକିଥିଲା ବିଜୁବାବୁଙ୍କ ଭାରତ ରତ୍ନ ?
·4 months ago

Key Points
IRS ଚାକିରିରୁ ଅବସର ପରେ ଦିଲ୍ଲୀରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ବାନ୍ଧି ରଖିଛନ୍ତି ଓଡ଼ିଆ ସମାଜ ମାଧ୍ୟମରେ ।
ଭାରତର ତିନିଜଣ ନାମକରା ଅର୍ଥମନ୍ତ୍ରୀଙ୍କ ସହ କାମ କରିବାର ଅଭିଜ୍ଞତା । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପଦେଷ୍ଟା, ଦିଲ୍ଲୀର ପୂର୍ବତନ ମୁଖ୍ୟ ଆୟକର କମିଶନର ସିଦ୍ଧାର୍ଥ ପ୍ରଧାନ । IRS ଚାକିରିରୁ ଅବସର ପରେ ଦିଲ୍ଲୀରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ବାନ୍ଧି ରଖିଛନ୍ତି ଓଡ଼ିଆ ସମାଜ ମାଧ୍ୟମରେ । ଅର୍ଗସ୍ ଡିଜିଟାଲ୍ର ଏଡିଟର ସଂଗ୍ରାମ ଷଡ଼ଙ୍ଗୀଙ୍କ ସହ ଅର୍ଗସ୍ ପଡକାଷ୍ଟରେ ସିଦ୍ଧାର୍ଥ ପ୍ରଧାନ ବାଣ୍ଟିଛନ୍ତି ଅନେକ ଅନୁଭୂତି ଓ ଅଭିଜ୍ଞତା ।
ଦେଖନ୍ତୁ ଏଠାରେ: ପ୍ରଥମ ଥର ଓଡ଼ିଶା ଜାଣିବ ସତ: କାହିଁକି ଅଟକିଥିଲା ବିଜୁବାବୁଙ୍କ ଭାରତ ରତ୍ନ? | Ep-148 | Podcast with Ex IT Chief
ଦେଖନ୍ତୁ ଏଠାରେ: ପ୍ରଥମ ଥର ଓଡ଼ିଶା ଜାଣିବ ସତ: କାହିଁକି ଅଟକିଥିଲା ବିଜୁବାବୁଙ୍କ ଭାରତ ରତ୍ନ? | Ep-148 | Podcast with Ex IT Chief
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories