Swaad Odisha / ଅର୍ଗସ ସ୍ୱାଦ ଓଡ଼ିଶା ସିଜନ୍-୪; ଭାଗ ନେବା ପାଇଁ ଆଜି ହିଁ କରନ୍ତୁ ଆବେଦନ
·35 mins ago·2 min read

Key Points
ସ୍ଵାଦ ଓଡ଼ିଶା ସିଜନ୍-୧, ୨ ଓ ୩ର ଅପୂର୍ବ ସଫଳତା ପରେ ଅର୍ଗସ ସ୍ୱାଦ ଓଡ଼ିଶା ସିଜନ୍-୪ ନେଇ ଆସିଛି ଅର୍ଗସ ନ୍ୟୁଜ୍ । ଡେରି ନ କରି ଜଲ୍ଦି ଆମକୁ ପଠାନ୍ତୁ ଆପଣଙ୍କ ରୋଷେଇର ଭିଡିଓ ।
ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ କୁକିଂ ସୋ ଅର୍ଗସ ସ୍ଵାଦ ଓଡ଼ିଶା । ଓଡ଼ିଶାର ଭିନ୍ନ ଭିନ୍ନ ଖାଦ୍ୟର ସ୍ଵାଦ ସହ ସଂସ୍କୃତିର ହେବ ପରିଚୟ । ସ୍ଵାଦ ଓଡ଼ିଶା ସିଜନ୍-୧, ୨ ଓ ୩ର ଅପୂର୍ବ ସଫଳତା ପରେ ଅର୍ଗସ ସ୍ୱାଦ ଓଡ଼ିଶା ସିଜନ୍-୪ ନେଇ ଆସିଛି ଅର୍ଗସ ନ୍ୟୁଜ୍ । ଯାହା ଆହୁରି ସ୍ଵାଦିଷ୍ଟ ହେବା ସହ ଆପଣଙ୍କୁ ଦେବ ଖାଦ୍ୟର ଭରପୂର ମଜା ।
ଓଡ଼ିଶାର ପ୍ରତ୍ୟେକ ଖାଦ୍ୟରେ ରହିଛି ସ୍ୱତନ୍ତ୍ର ପରିଚୟ । ପ୍ରତ୍ୟେକ ସ୍ୱାଦ କହେ ସଂସ୍କୃତି ଓ ପରମ୍ପରାର କାହାଣୀ । ମେଗା କିଚେନରେ ଦେଖିବେ, ଅସଲି କୁକିଂର ମ୍ୟାଜିକ । ଓଡ଼ିଶାର ପ୍ରଥମ ରିଆଲିଟି କୁକିଂ ସୋରେ ଲାଗିବ ଦମଦାର ତଡ଼କା । ଏଥର ନୂଆ ସ୍ୱାଦ, ନୂଆ ଅନୁଭୂତି ସହ ।
ଯଦି ରୋଷେଇ କରିବା ଆପଣଙ୍କ ସଉକ । ତାହେଲେ ଏ ମଞ୍ଚ ଆପଣଙ୍କ ପାଇଁ । ନୂଆ ନୂଆ ଖାଦ୍ୟ ରୋଷେଇ କରିବା । ଆଉ ନିଜ ହାତର ଯାଦୁରେ ଜଜ୍ଙ୍କ ମନ ଜିତିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ ।
କାରଣ ଓଡ଼ିଶାର ସବୁଠୁ ବଡ଼ କୁକିଂ ରିଆଲିଟି ସୋ ସ୍ଵାଦ ଓଡ଼ିଶାର ତିନିଟି ସିଜିନରେ ସଫଳତା ପରେ ଏବେ ଆପଣଙ୍କ ପାଇଁ ଖୁବଶୀଘ୍ର ଆସୁଛି ଅର୍ଗସ ସ୍ୱାଦ ଓଡ଼ିଶା ସିଜନ୍-୪ । ଆଉ ଡେରି ନକରି ଫୋନ୍ ଉଠାନ୍ତୁ । ୨ ମିନିଟ୍ର କୁକିଂ ଭିଡିଓ କରି ଆମ ପାଖକୁ ପଠାଇ ଦିଅନ୍ତୁ ।
କେମିତି କରିବେ ଆବେଦନ ?
ଭିଡିଓ କରିବା ପାଇଁ ପ୍ରଥମେ ନିଜ ମୋବାଇଲ୍କୁ Land Scape Formatରେ ରଖନ୍ତୁ ।
ଯେମିତି ଆପଣଙ୍କ ଫେସ୍, ଆପଣ ରୋଷେଇରେ ବ୍ୟବହାର କରୁଥିବା ସାମଗ୍ରୀ ଏବଂ ଆପଣଙ୍କ କଡ଼େଇ ସ୍ପଷ୍ଟ ଦେଖା ଯାଉଥିବ ।
ଭିଡିଓକୁ ନିଜ ମୋବାଇଲରୁ Document Formatରେ ପଠାଇବେ ।
ଭିଡିଓ ପଠାଇବା ପରେ ତଳେ ଆପଣଙ୍କର ନାଁ, ଠିକଣା, ମୋବାଇଲ୍ ନମ୍ବର ଏବଂ ରୋଷେଇ କରିଥିବା ଖାଦ୍ୟର ନାଁ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ ।
ଭଡିଓ ପଠାଇବାର ଶେଷ ତାରିଖ ହେଉଛି ୨୦୨୬ ସେପ୍ଟେମ୍ବର ୨୦ ।
ଆମ ହ୍ଵାଟ୍ସଆପ୍ ନମ୍ବର ହେଉଛି- 8093954024
ଅର୍ଗସ ସ୍ୱାଦ ଓଡ଼ିଶା ସିଜନ୍-୪ ମଞ୍ଚ ଆମର, ରୋଷେଇ ଆପଣଙ୍କର…

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories