Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଦ୍ମ ଧରିଲେ ଅରିନ୍ଦମ

Odisha

ପଦ୍ମ ଧରିଲେ ଅରିନ୍ଦମ

Smruti Parija
Browse all articles by Smruti Parija
·2 years ago
ପଦ୍ମ ଧରିଲେ ଅରିନ୍ଦମ

ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ଅରିନ୍ଦମ ରାୟ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସେ ପଦ୍ମ ଧରିଛନ୍ତି । ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । କିଛି ସମୟ ପୂର୍ବରୁ ବିଜେଡିର ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଥିଲେ ଅରିନ୍ଦମ । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିଲେ  । ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ଏହାସହ ଦଳର ସୁପ୍ରିମୋଙ୍କୁ ଭେଟିବାକୁ ଯିବା ପାଇଁ ତାଙ୍କୁ ଅନୁମତି ମିଳୁନଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ

ଅରିନ୍ଦମ ରାୟ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ । ଏହାସହ ଜଣାଶୁଣା ଅଭିନେତା ମଧ୍ୟ । ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Arindam Rai-joined-bjp | Argus News