Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସେନା ଅଧିକାରୀ ବାନ୍ଧବୀଙ୍କୁ ଥାନାରେ ର୍ଦୁବ୍ୟବହାର ମାମଲା:ଭରତପୁର ଆଇଆଇସିଙ୍କ ସମେତ ୩ ଜଣଙ୍କ ବଦଳି 

Sangram Tripathy
Browse all articles by Sangram Tripathy
·1 year ago
ସେନା ଅଧିକାରୀ ବାନ୍ଧବୀଙ୍କୁ ଥାନାରେ ର୍ଦୁବ୍ୟବହାର ମାମଲା:ଭରତପୁର ଆଇଆଇସିଙ୍କ ସମେତ ୩ ଜଣଙ୍କ ବଦଳି 


ଅର୍ଗସ ବ୍ୟୁରୋ:ସେନା ଅଧିକାରୀ ବାନ୍ଧବୀଙ୍କୁ ଥାନାରେ ର୍ଦୁବ୍ୟବହାର ମାମଲାରେ ନିରପକ୍ଷ ତଦନ୍ତ ପାଇଁ ଭରତପୁର ଥାନାର ଆଇଆଇସି,ଏଏସଆଇ,କନେଷ୍ଟବଳଙ୍କ ସମେତ ୩ ଜଣଙ୍କୁ ବଦଳି କରାଯାଇଛି । ବଦଳି କରାଇଛନ୍ତି ପୋଲିସ କମିଶନର। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ  ଭୁବନେଶ୍ବର ଡିସିପି ଅଫିସକୁ ବଦଳି କରାଯାଇଛି। ଭରତପୁର ଥାନାର ନୂଆ ଆଇଆଇସି ହୋଇଛନ୍ତି ଦୀପକ ଖଣ୍ଡାୟତ ରାୟ  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Army Officer Bandhvi Police Station Rape Case: Bharatpur IIC, 3 Transferred | Argus News