Videos
|
Odisha

speed 10; ସ୍କ୍ରୋଲ କରନ୍ତୁ, ଖବର ପଢନ୍ତୁ...

Smruti Parija
Browse all articles by Smruti Parija
·1 year ago·1 min read
speed 10; ସ୍କ୍ରୋଲ କରନ୍ତୁ, ଖବର ପଢନ୍ତୁ...

Key Points

ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ

ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ...ସ୍ପେଡେକ୍ସ ମିଶନ ଲଞ୍ଚ...ବର୍ଷର ଶେଷ ଦିନରେ ଭାରତ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ କୀର୍ତ୍ତିମାନ


ବର୍ଷ ଶେଷରେ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ । ଆଜି ଓ ଆସନ୍ତାକାଲି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତିନି ଥାକିଆ ବ୍ୟାରିକେଡ଼ ଦେଇ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ ...ବିଭିନ୍ନ ସ୍ଥାନରେ ବ୍ଲକିଂ ଟିମ୍ ଜରିଆରେ ପର୍ଯ୍ୟାୟ କ୍ରମେ ଭକ୍ତଙ୍କୁ ଛାଡ଼ିବାକୁ ବ୍ୟବସ୍ଥା


ନବବର୍ଷରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ଦର୍ଶନ ସମୟ ନିର୍ଘଣ୍ଟ । ସକାଳ 6 ଟାରୁ ଦର୍ଶନ ଆରମ୍ଭ ଅନ୍ନଭୋଗ ସମର୍ପଣ ପାଇଁ 11.45ରୁ 12.30 ପର୍ଯ୍ୟନ୍ତଦର୍ଶନ ବନ୍ଦ ରହିବ । ପରେ ମାଆଙ୍କୁ ଦର୍ଶନ କରିପାରିବେ ଭକ୍ତ


ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ । ଆସନ୍ତା ଇଂରାଜୀ ନୂତନ ବର୍ଷରେ ଆନୁଷ୍ଠାନିକ ଭାବରେ କୌଣସି ଉତ୍ସବ/ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ


ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଭୁବନେଶ୍ବରରେ ଚାଲିବ ଡବଲ ଡେକର ବସ୍ I ଏଥିପାଇଁ ମୁମ୍ବାଇରୁ ଆସୁଛି ୫ଟି ଇ- ଡବଲ ଡେକର ବସ୍‌


ଦାରିଙ୍ଗବାଡିରେ ଘନ କୁହୁଡି..ଗାଡି ଚଳାଚଳ ବାଧାପ୍ରାପ୍ତ...ଆଜି ଦାରିଙ୍ଗବାଡ଼ି ସର୍ବନିମ୍ନ ତାପମାତ୍ରା୧୧.୫ ଡିଗ୍ରୀ ରେକର୍ଡ


ଧୀବରଙ୍କ ମାଛ ଜାଲରେ ପଡିଲା ୪ ଫୁଟର ଶନି ଦେବ ଓ ମହାବୀରଙ୍କ ଦୁଇଟି ମୂର୍ତ୍ତି ...ନୟାଗଡ଼ ପଦ୍ମାବତୀ ନିକଟସ୍ଥ ମହାନଦୀରୁ ଉଦ୍ଧାର ହୋଇଛି ମୂର୍ତ୍ତି


ବିଜେଡିର ଓଡିଆ ଅସ୍ମିତା ବିରୋଧୀ ଶ୍ଳୋଗାନ । ବ୍ରହ୍ମଗିରି ପଞ୍ଚାୟତ ସମିତି ବୈଠକରେ ଓଡିଆ ଅସ୍ମିତାକୁ ବିଜୁ ଜନତା ଦଳର ନେତାଙ୍କ ଅପମାନ 


ସରିବାକୁ ଯାଉଛି ବର୍ଷ । ଆଜି ହେଉଛି ବର୍ଷର ଅନ୍ତିମ ଦିନ । ଏଥିପାଇଁ ବେଳାଭୂମି ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବେଳାଭୂମିରେ ଉଦିତ ସୂର୍ଯ୍ୟଙ୍କୁ ଦେଖିବାକୁ ବହୁ ପର୍ଯ୍ୟଟକ ଏକାଠି