Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସର୍ବଭାରତୀୟ ସ୍ତରଠୁ ଓଡିଶାର ବେକାରୀ ହାର ଅଧିକ 

Smruti Parija
Browse all articles by Smruti Parija
·1 year ago
ସର୍ବଭାରତୀୟ ସ୍ତରଠୁ ଓଡିଶାର ବେକାରୀ ହାର ଅଧିକ 

ଭୁବନେଶ୍ୱର:  ସର୍ବଭାରତୀୟ ସ୍ତରଠୁ ଓଡିଶାର ବେକାରୀ ହାର ଅଧିକ । ସର୍ବଭାରତୀୟ ସ୍ତରରେ ବେକାରୀ ହାର ୩.୨ ପ୍ରତିଶତ ଥିବାବେଳେ ଓଡିଶାରେ ୩.୯ ପ୍ରତିଶତ ରହିଛି ବେକାରୀ ହାର । ଦେଶର ୨୧ ନମ୍ବର ରାଜ୍ୟ ତାଲିକାରେ ରହିଛି ଓଡିଶା । ରାଜ୍ୟରେ ଗ୍ରାମାଞ୍ଚଳଠୁ ସହରାଞ୍ଚଳ ସ୍ଥିତି ଆହୁରି ସଙ୍ଗୀନ । ଗ୍ରାମାଞ୍ଚଳରେ ବେକାରୀ ହାର ୩.୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହି ହାର ୬.୨ ପ୍ରତିଶତ ରହିଛି । 

ରାଜ୍ୟରେ ବର୍ତ୍ତମାନ ୧୧ ଲକ୍ଷ ୪ ହଜାର ୨୩୭ ଜଣ ନାମ ପଞ୍ଜୀକରଣ କରି ନିଯୁକ୍ତି ଅପେକ୍ଷାରେ ରହିଛନ୍ତି । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏନେଇ ଲିଖିତ ଉତ୍ତର ରଖିଛନ୍ତି । 

ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ, ଗୃହ ସ୍ୱାଭାବିକ ହେବା ଆଶା କ୍ଷୀଣ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
as-compared-to-odisha-unemplyoment-in-odisha-is-high | Argus News