|
logo
Live
Argus News App
GET APP

Argus News - ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମାଗିଲା ASI

Odisha

ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମାଗିଲା ASI

Smruti Parija
Browse all articles by Smruti Parija
·1 year ago
ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମାଗିଲା ASI

ପୁରୀ: ଡିସେମ୍ବର ୧୬ ତାରିଖରୁ ରତ୍ନ ଭଣ୍ଡାର ମରାମତି । ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମାଗିଲା ASI । ଶ୍ରୀମନ୍ଦିର ପ୍ରଶାସନର ମୋହର ପରେ କାମ ଆରମ୍ଭ କରିବ ଏଏସଆଇ । ଆସନ୍ତା ଛତିଶା ନିଯୋଗ ବୈଠକରେ ନୀତିକୁ ନଜରରେ ରଖି ଚୁଡାନ୍ତ ହେବ କାର୍ଯ୍ୟସୂଚୀ । ନୀତିକୁ ନଜରରେ ରଖି ଏଏସଆଇକୁ କାର୍ଯ୍ୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ  ଦିଆଯିବ  ଅନୁମତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମାଗିଲା ASI | Argus News