ବଜେଟ୍ ଅଧିବେଶନର ୨ୟ ଦିନ, ଦିନ ୧୨ ଯାଏଁ ଗୃହ ମୁଲତବୀ
·1 year ago

ବିଧାନସଭା ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳରେ ଅଭିଭାଷଣ ପରେ ଶୁକ୍ରବାର ଦିନ ଥିଲା ୨ୟ ଦିନ । ଶୁକ୍ରବାର ଦିନ ଗୃହ ଆରମ୍ଭ ହେବା ମାତ୍ରେ ଶୁଭୁଥିଲା ବିରୋଧୀଙ୍କ ବିରୋଧର ସ୍ୱର ।
ଉଭୟ ବିଜେଡି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲା । ଯାହାଫଳରେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: