ଗୃହରେ ପ୍ରବଳ ହଟ୍ଟଗୋଳ; ସାଢେ ୧୧ ଟା ଯାଏ ମୁଲତବୀ
·1 year ago

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ବିରୋଧୀ ବିଜେଡି ବିଧାୟକ । ଗୃହ ସାଢେ ୧୧ ଟା ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ବିରୋଧ । ବିଜେଡି ବିଧାୟକଙ୍କ ଗୃହରେ ହଟ୍ଟଗୋଳ । ପୂର୍ବ ସରକାରରେ ଏଏସଓ ଚାକିରି ବିକ୍ରି ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ବିରୋଧ କରି ହଟ୍ଟଗୋଳ।୧୧.୩୦ ପର୍ଯ୍ୟନ୍ତ ମୁଲତବୀ । ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲା ବିଜେଡି । ଗତକାଲି ନିଯୁକ୍ତିରେ ଚଞ୍ଚକତା ଓ ASO ଚାକିରୀ ରାସ୍ତାରେ ବିକ୍ରି ହେଉଥିବା ନେଇ ଗୃହରେ କହିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ବିରୋଧ କଲା ବିଜେଡି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: