ଆଜିବି ଚାଲିପାରୁନି ଗୃହ
·1 year ago

ଭୁବନେଶ୍ୱର: ଆଜିବି ଚାଲିପାରୁନି ଗୃହ । ଶୂନ୍ୟକାଳରେ ପୁଣି ଉଠିଲା ଏଏସ୍ଓ ପ୍ରସଙ୍ଗ । ଏଏସ୍ଓ ଚାକିରି ବିବୃତି ନେଇ ବିଜେଡି ବିଧାୟକ ହଙ୍ଗାମା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ବିଜେଡି ବିଧାୟକ ହୋହଲ୍ଲା କରିଛନ୍ତି । ଗୃହରେ ଅଚଳାବସ୍ଥା ଦେଖି ଗୃହ 4 ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରୀ ବିକ୍ରି ବିବୃତି କଥା ଉଠାଇ ରୁଲିଂ ଦାବୀ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: