Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ପୋଲିସକୁ ଆକ୍ରମଣ , ମହିଳା ASI ଆହତ

Swoyang prajna Mishra
Browse all articles by Swoyang prajna Mishra
·1 year ago
ରାଜଧାନୀରେ ପୋଲିସକୁ ଆକ୍ରମଣ , ମହିଳା ASI ଆହତ

ରାଜଧାନୀ ପୋଲିସକୁ ଆକ୍ରମଣ । ଗଣ୍ଡଗୋଳ ଘଟଣାରେ ସମାଧାନ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହେଲା ପୋଲିସ। ଘଟଣା ଘଟିଛି ଭରତପୁର ବନଦୁର୍ଗା ବସ୍ତି ଅଂଚଳରେ। ଆକ୍ରମଣରେ ଜଣେ ମହିଳା ASI ଓ ଡ୍ରାଇଭର ଆହତ। ଘର ବିବାଦକୁ ନେଇ ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ। ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲା ଭରତପୁର ପୋଲିସ।


ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ନେବା ବେଳେ ଉତ୍ୟକ୍ତ ଲୋକ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଲୋକେ ପୋଲିସ ଗାଡ଼ିକୁ ସଂପୂର୍ଣ୍ଣ ଭାବେ ପଥର ମାରି ଭାଙ୍ଗି ଦେଇଥିଲେ। ଦୁଇଜଣ ଙ୍କୁ ଅଟକ ରଖିଛି ଭରତପୁର ଥାନା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack on police in the Bhubaneswar , female ASI injured | Argus News