Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ

Rashmita Mishra
Browse all articles by Rashmita Mishra
·1 year ago
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ । ଯାଜପୁର ଜିଲ୍ଲା ଧର୍ମଶାଳା ଅରୁହାରେ ଆକ୍ରମଣ ହୋଇଥିବା ଅଭିଯୋଗ । ମାଆ ହିଙ୍ଗୁଳାଙ୍କ ଯଜ୍ଞରେ ଯୋଗଦେବା ପାଇଁ ଯିବା ବେଳେ ଏହି ଘଟଣା ଘଟିଛି । ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ I ଏନେଇ ପୋଲିସ ଓ ପ୍ରଶାସନକୁ କରିଛନ୍ତି ଟାର୍ଗେଟ୍ । ସେପଟେ ଘଟଣାକୁ ନେଇ ଜବାବ ରଖିଛନ୍ତ ଧର୍ମଖାଳା ବିଧାୟକ ହିମାଂଶୁ ଶେଖର ସାହୁ ।

ସୂଚନା ପାଇ ଜେନାପୁର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଘଟଣା ପରେ, ବଳବନ୍ତରାୟ କାର୍ଯ୍ୟସୂଚୀ ଅନୁଯାୟୀ ଯଜ୍ଞସ୍ଥଳରେ ମା’ଙ୍କ ଦର୍ଶନ କରି ତାଙ୍କ ବାସଭବନକୁ ଫେରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
attack-on-pranab-balasahebs-vehicle | Argus News