Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳିତ ବର୍ଷ ଫେବ୍ରୁଆରୀରେ ଲାଗୁ ହେବ ଆୟୁଷ୍ମାନ ଭାରତ

Rashmita Mishra
Browse all articles by Rashmita Mishra
·1 year ago
ଚଳିତ ବର୍ଷ ଫେବ୍ରୁଆରୀରେ ଲାଗୁ ହେବ ଆୟୁଷ୍ମାନ ଭାରତ

ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ଫେବ୍ରୁଆରୀରେ ଲାଗୁ ହେବ ଆୟୁଷ୍ମାନ ଭାରତ । ୩୦ ହଜାର ହସ୍ପିଟାଲରେ କାର୍ଡ ଦ୍ଵାରା ଚିକିତ୍ସା ସୁବିଧା ମିଳିବ । ପ୍ରତି ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । Ekyc ଡାଟାବେସକୁ ଆଧାର କରି ଆୟୁଷ୍ମାନ ଭାରତ - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଦିଆଯିବ । ଯେଉଁ ମାନଙ୍କର Ekyc ହୋଇନାହିଁ ସେମାନଙ୍କ କଥା ମଧ୍ୟ ସରକାର ବିଚାରକୁ ନେବେ । ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି । ସେମାନଙ୍କ ନା କୁ ସରକାର ବିଚାରକୁ ନେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ayushman-bharat-will-be-implemented-in-february-this-year | Argus News