Videos
|
Odisha

14 ଦିନଆ ବିଦେଶ ଗ୍ରସ୍ତ ସାରି ଓଡିଶା ଫେରିଲେ ବାଚସ୍ପତି ସୁରମା ପାଢ଼ୀ

Rashmita Mishra
Browse all articles by Rashmita Mishra
·1 year ago
14 ଦିନଆ ବିଦେଶ ଗ୍ରସ୍ତ ସାରି ଓଡିଶା ଫେରିଲେ ବାଚସ୍ପତି ସୁରମା ପାଢ଼ୀ

ଅର୍ଗସ ବ୍ୟୁରୋ: 14 ଦିନଆ ବିଦେଶ ଗ୍ରସ୍ତ ସାରି ଓଡିଶା ଫେରିଲେ ବାଚସ୍ପତି ସୁରମା ପାଢ଼ୀ । ଅଷ୍ଟ୍ରେଲିଆର ସିଡିନି ଠାରେ ମିଳିତ ଜାତିସଂଘ ସଂସଦୀୟ ସଂଗଠନ ବୈଠିକରେ ଯୋଗ ଦେଇଥିଲେ ବାଚସ୍ପତି । ଜାପାନର ଟୋକିଓ, ସାଉଥ କୋରିଆର ସିଆଲ ଠାରେ ପ୍ରବାସୀ ଓଡ଼ିଆଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ । ଏହି ସମୟରେ ଭାରତୀୟ ଦୂତାବାସ ସହ ସାକ୍ଷାତ, ସ୍ଥାନୀୟ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ମଧ୍ୟ ବୁଲିଥିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bachaspati Surma Padhi returned to Odisha after 14 days abroad | Argus News