Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗଞ୍ଜାମ ବୁଗୁଡା ବଡଦାଣ୍ତ ସାହିରେ ବାଇକ୍ ଓ ସ୍କୁଟି ଜାଳିଦେଇ ଦୁର୍ବୁତ୍ତ ଫେରାର୍  ଜାଳିଦେଲେ

Odisha

ଗଞ୍ଜାମ ବୁଗୁଡା ବଡଦାଣ୍ତ ସାହିରେ ବାଇକ୍ ଓ ସ୍କୁଟି ଜାଳିଦେଇ ଦୁର୍ବୁତ୍ତ ଫେରାର୍  ଜାଳିଦେଲେ

Sangram Tripathy
Browse all articles by Sangram Tripathy
·1 year ago
ଗଞ୍ଜାମ ବୁଗୁଡା ବଡଦାଣ୍ତ ସାହିରେ ବାଇକ୍ ଓ ସ୍କୁଟି ଜାଳିଦେଇ ଦୁର୍ବୁତ୍ତ ଫେରାର୍  ଜାଳିଦେଲେ

ଅର୍ଗସ ବ୍ୟୁରୋ:ବାଇକ୍ ଓ ସ୍କୁଟି ନିଆଁ ଲଗାଇ ଜାଳିଦେଲେ ଦୁର୍ବୁତ୍ତ ଫେରାର୍। ଏଭଳି ଘଟଣା ଘଟିଛି ଗଞ୍ଜାମଜିଲ୍ଲା ବୁଗୁଡା ସହରର ବଡଦାଣ୍ତ ସାହିରେ । ସୁଚନା ମୁତାବକ ଶିବଶଙ୍କର ପଣ୍ତାଙ୍କ ଏକ ଆପାଚି ଓ ସାଗର ପଣ୍ତାଙ୍କ ଏକ ଟିଭିଏସ୍ ଏଣ୍ଟର୍କ ଗାଡି ନିଜ ଘର ସମ୍ମୁଖରେ ରଖିଥିଲେ,ଏବଂ ଘରେ ସମସ୍ତେ ଶୋଇଥିବା ବେଳେ ରାତ୍ର ସମୟରେ କୌଣସି ଦୁର୍ବୁତ୍ତ ଆସି ଦୁଇଗୋଟି ଗାଡିକୁ ନିଆଁ ଲଗାଇ ଫେରାର୍ ହୋଇଜାଇଥିବା ଜଣାପଡିଛି । ଆଜି ସକାଳୁ ଦୁଇ ଗାଡି ମାଲିକ ବୁଗୁଡା ଥାନାରେ ଏତଲା ଦାୟର କରିଛନ୍ତି। ବୁଗୁଡା ଥାନା ପୋଲିସ୍ ଏତଲାକୁ ଭିତ୍ତିକରି ଏହାର ତଦନ୍ତ ଆରମ୍ଭ କରିଛି ପୋଲିସ୍ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baddanda Sahi, Ganjam Buguda burnt bike and scooty | Argus News