Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରିଲା ଛେରା ପହଁରା; ଆରମ୍ଭ ହେଲା ରଥଟଣା 

Odisha

ସରିଲା ଛେରା ପହଁରା; ଆରମ୍ଭ ହେଲା ରଥଟଣା 

Smruti Parija
Browse all articles by Smruti Parija
·1 year ago
ସରିଲା ଛେରା ପହଁରା; ଆରମ୍ଭ ହେଲା ରଥଟଣା 

ପୁରୀ: ସରିଲା ଛେରା ପହଁରା । ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ରଥରେ ଛେରାପହଁରା,ଶେଷରେ ଦର୍ପଦଳନ ରଥରେ ଛେରାପହଁରା କଲେ ଗଜପତି ମହାରାଜ । ଛେରା ପହଁରା ପରେ ଶ୍ରୀନଅର ଫେରିଲେ ଗଜପତି । 

ଆରମ୍ଭ ହେଲା ରଥଟଣା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣି ଆଣୁଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ନିର୍ଦ୍ଧାରିତ ସମୟର ଖୁବ ପୂର୍ବରୁ ଆରମ୍ଭ ହୋଇଛି ରଥ ଟଣା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
bahuda-jatra-starts | Argus News