SI Scam / ଆଜି ମୁଖ୍ୟ ଅଭିଯୁକ୍ତ ଶଙ୍କରଙ୍କ ସମେତ ୭ ଜଣ ଦଲାଲଙ୍କ ଜାମିନ ଶୁଣାଣି
·10 months ago·2 min read

Key Points
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ସଂଖ୍ୟା ୧୨୬ରେ ପହଞ୍ଚିଲା। ବ୍ରହ୍ମପୁରରୁ ଶଙ୍କରଙ୍କ ମୁଖ୍ୟ ସହଯୋଗୀ ସାଗର ଗିରଫ। ଆଜି ମୁଖ୍ୟ ଅଭିଯୁକ୍ତ ଶଙ୍କରଙ୍କ ସମେତ ୭ ଜଣ ଦଲାଲଙ୍କ ଜାମିନ ଶୁଣାଣି ହେବ।

ଅଭିଯୁକ୍ତ ସାଗର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ମୁଖ୍ୟ ସହଯୋଗୀ ଏବଂ ନିକଟତର ସହଯୋଗୀ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରେ ଜଣାପଡିଛି। ସାଗର ଗୌଡ଼ ବାଲେଶ୍ୱର ମଡ୍ୟୁଲରେ ସମସ୍ତ କାର୍ଯ୍ୟ ତଦାରଖ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନ୍ୟପଟେ ଏହି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ଶଙ୍କର ପୃଷ୍ଟି ସମେତ ମୋଟ ୭ ଜଣ ଜାମିନ ପାଇଁ ଉପର କୋର୍ଟରେ ଆବେଦନ କରିଛନ୍ତି। ଏହି ଆବଦେନର ଶୁଣାଣି ଆଜି ରହିଛି।
ଏହାସହ ପଢ଼ନ୍ତୁ: ପୋଲିସ SI ସ୍କାମ ମାମଲା, କେୟାର ଟେକର ସାଗର ଗୌଡ଼କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଦଲାଲି କରି ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ଚାଲାଣ କରୁଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଗତ ଜୁନ ମାସରେ ଅଭିଯୁକ୍ତ ସାଗର ଗୌଡ଼ଙ୍କ ବାପା କୃଷ୍ଣଚନ୍ଦ୍ର ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ମୋଟ ୧୧ ଜଣ ଦଲାଲ ଓ ଏଜେଣ୍ଟ ବର୍ତ୍ତମାନ ବ୍ରହ୍ମପୁର ଜେଲରେ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ୧୧ ଜଣଙ୍କ ମଧ୍ୟରୁ ଶଙ୍କର ପୃଷ୍ଟି, ସିଲିକନ କମ୍ପାନୀ ମାଲିକ ସୁରେଶଚନ୍ଦ୍ର ନାୟକ, ଏଜେଣ୍ଟ ଟଫିମ ଅହମ୍ମଦ ଖାନ, ବିଶ୍ବରଞ୍ଜନ ବେହେରା, ଅରବିନ୍ଦ ଦାସ, ଶେଖର ସାହୁ ଓ ପ୍ରକାଶ ସାହୁ ଆଦି ୭ ଜଣ ଜିଲ୍ଲା କୋର୍ଟରେ ଜାମିନ ଆବେଦନ କରିଥିଲେ।
ଏହାସହ ପଢ଼ନ୍ତୁ: କେତେବେଳେ କାହା ଘରେ ବି ପଶିପାରେ CBI !
SI କେଳେଙ୍କାରୀର ସିବିଆଇ ତଦନ୍ତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାନିଆ ବଡ଼ ବଡ଼ିଆ । ସେପଟେ ସିବିଆଇ ଆସିବା ପୂର୍ବରୁ ଶଙ୍କରର ସହଯୋଗୀ ସାଗରକୁ କ୍ରାଇମବ୍ରାଞ୍ଚ ଉଠାଇନେଇଛି । ଦୀଘା ସହ ବାଲେଶ୍ୱର ମଡ୍ୟୁଲ ସମ୍ଭାଳୁଥିଲା ସାଗର । ଆଉ ସାଗର ମାଧ୍ୟମରେ ହିଁ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର ।
ଏସଆଇ ନିଯୁକ୍ତି ସ୍କାମରେ ସଂଗଠିତ ଅପରାଧର ସାଙ୍ଘାତିକ ସୁରାକ । ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛି ସିବିଆଇ ଟିମ । ଏପଟେ ବୁଧବାର ଶଙ୍କରର ସହଯୋଗୀ ସାଗର ଗୌଡକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏମକେସିଜି ମେଡିକାଲ କ୍ୟାମ୍ପସରେ ଥିବା କ୍ବାର୍ଟର ନମ୍ବର F1 ରେ ରହୁଥିଲା ସାଗର। ଦୀଘା ସହ ବାଲେଶ୍ୱର ମଡ୍ୟୁଲ ସମ୍ଭାଳୁଥିଲା ସାଗର । ସାଗର ଜରିଆରେ ହିଁ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର ।

Related Topics
Explore more stories