Videos
|
Odisha

ବାଲେଶ୍ଵରରେ ଭଷାଣୀ ଉତ୍ସବରେ ବାଜିବ ନାହିଁ Dj

Rashmita Mishra
Browse all articles by Rashmita Mishra
·1 year ago·1 min read
ବାଲେଶ୍ଵରରେ ଭଷାଣୀ ଉତ୍ସବରେ ବାଜିବ ନାହିଁ Dj

Key Points

ବାଲେଶ୍ଵରରେ Dj ବ୍ୟାନ୍‌ । ବାଲେଶ୍ଵରରେ ଭଷାଣୀ ଉତ୍ସବରେ ବାଜିବ ନାହିଁ ଡିଜେ । ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ । ଉଭୟ ପୋଲିସ ଓ ପ୍ରଶାସନ ପକ୍ଷରୁ ଡିଜେ ବନ୍ଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ।

ବାଲେଶ୍ଵରରେ Dj ବ୍ୟାନ୍‌ । ବାଲେଶ୍ଵରରେ ଭଷାଣୀ ଉତ୍ସବରେ ବାଜିବ ନାହିଁ ଡିଜେ । ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ । ଉଭୟ ପୋଲିସ ଓ ପ୍ରଶାସନ ପକ୍ଷରୁ ଡିଜେ ବନ୍ଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ପୂର୍ବଭଳି ୪ଟି ବକ୍ସ ଭସାଣି ଉତ୍ସବରେ ବ୍ୟବହାର କରିପାରିବେ ପୂଜା କମିଟି । ଭସାଣି ଉତ୍ସବକୁ ଉପଭୋଗ କରନ୍ତୁ, କାହାକୁ ବ୍ୟଘାତ କରନ୍ତୁ ନାହିଁ । ଭସାଣି ଉତ୍ସବରେ ଆଇନ ଉଲଂଘନ କଲେ ସଂପୃକ୍ତ ପୂଜା କମିଟି ଉପରେ ନିଆଯିବ କଡ଼ା କାର୍ଯ୍ୟନୁଷ୍ଠାନ ।


ଆଗକୁ ଦୂର୍ଗାପୂଜାରେ ମଧ୍ୟ ସମାନ ନିୟମ ପାଳନ କରାଯିବ । ଭଷାଣୀ ସମୟରେ ବିକଟାଳ ଶବ୍ଦ ଓ ୬୫ ଡେସିବିଲ ରୁ ଅଧିକ ଶବ୍ଦରେ ବାଜିଥିବା ଡିଜେ ସିଜ କରୁଛି ପୋଲିସ । ସିମୁଳିଆ, ସୋର, ଜଳେଶ୍ଵର, ବସ୍ତା ସମେତ ବାଲେଶ୍ଵର ଅଞ୍ଚଳରେ ଏକାଧିକ ଡିଜେ ସିଜ଼ କରିଛି ପୋଲିସ । ୨ ପୂଜା କମିଟି ବିରୋଧରେ ମାମଲା ରୁଜୁ ହୋଇଛି ।

ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: