Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ବରରେ ଗୋଆ ଚିତ୍ର: ସମୁଦ୍ରକୂଳରେ ଚାଲିଛି ଓପନ ବାର

Ritu Das
Browse all articles by Ritu Das
·10 months ago
ବାଲେଶ୍ବରରେ ଗୋଆ ଚିତ୍ର: ସମୁଦ୍ରକୂଳରେ ଚାଲିଛି ଓପନ ବାର

Key Points

ବାଲେଶ୍ବରରେ ଗୋଆ ଚିତ୍ର । ସମୁଦ୍ରକୂଳରେ ଚାଲିଛି ଓପନ ବାର୍। ମଦ ମାଂସ ସହ ଅଶ୍ଲୀଳ ନୃତ୍ୟରେ ମତୁଆଲା ପର୍ଯ୍ୟଟକ ।

ବାଲେଶ୍ବରରେ ଗୋଆ ଚିତ୍ର । ସମୁଦ୍ରକୂଳରେ ଚାଲିଛି ଓପନ ବାର୍। ମଦ ମାଂସ ସହ ଅଶ୍ଲୀଳ ନୃତ୍ୟରେ ମତୁଆଲା ପର୍ଯ୍ୟଟକ । ନଗ୍ନତାର ସବୁ ସୀମା ଟପିଛି ଓଡ଼ିଶା ପଶ୍ଚିମବଙ୍ଗ ସୀମା ବାଲେଶ୍ବର ଭୋଗରାଇ ବ୍ଲକର ଉଦୟପୁର ବେଳାଭୂମି।


ଦିନ ଦ୍ବିପ୍ରହରରେ ସମୁଦ୍ର କୂଳରେ ମଦ ମାଂସ ଓ ଯୁବତୀଙ୍କ ସହ ମତୁଆଲା ହେଉଛନ୍ତି ଯୁବକ।. ବିଶେଷ କରି ବଙ୍ଗୀୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ଓଡ଼ିଶାର ପଶ୍ଚିମବଙ୍ଗ ସୀମା ଉଦୟପୁର ବେଳାଭୂମିରେ । ଆଶ୍ଚର୍ଯ୍ୟର କଥା ହେଉଛି, ଉଦୟପୁର ସମୁଦ୍ରକଳ ଥାନା ମାତ୍ର ୨ ଶହ ମିଟର ଦୂରରେ କିନ୍ତୁ ପୋଲିସ ଏହା ଉପରେ ରୋକ୍ ଲଗାଇ ପାଇପାରୁ ନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Goa Vibes in Baleswar: Open Bar on the Beach | Argus News | Argus News