ବାଲିଯାତ୍ରା ଉପରପଡିଆ ଷ୍ଟଲ୍ ନଂ 85ରେ ଅର୍ଗସ; ଭାଗ ନିଅନ୍ତୁ, ପୁରସ୍କାର ଜିତନ୍ତୁ

କଟକ: ଆରମ୍ଭ ହୋଇଯାଇଛି ଐତିହାସିକ କଟକ ବାଲିଯାତ୍ରା । ଏସିଆର ବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳାର ଆଜି ହେଉଛି ଦ୍ୱିତୀୟ ଦିନ । ତେବେ ଦ୍ୱିତୀୟ ଦିନରେ ଉପର ପଡିଆ ଷ୍ଟଲ୍ ନଂ 85 ରେ ଓଡିଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ୍ ଅର୍ଗସ ଷ୍ଟଲ୍ ର ମଧ୍ୟ ଶୁଭ ଉଦଘାଟନ ହୋଇଛି । ଆଜି ପ୍ରଥମ ଦିନରେ ଆମ ସହ ଯୋଡି ହୋଇଛନ୍ତି ଓଲଉଡର ଆଗଧାଡିର ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅନୁ ଚୈଧୁରୀ ଏବଂ ଅଭିନେତା ହର ରଥ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଷ୍ଟଲ୍ ନଂ 85ରେ ଦର୍ଶକଙ୍କୁ ମିଳିବ ମନୋରଞ୍ଜନର ଭରପୁର ଖୋରାଗ । ନାଚ, ଗୀତ, ବିଭିନ୍ନ ଖେଳକୁଦରେ ଅଂଶଗ୍ରହଣ କରି ମନଲୋଭା ଆକର୍ଷଣୀୟ ପୁରସ୍କାର ପାଇ ପାରିବେ ଦର୍ଶକ ।
ସଂନ୍ଧ୍ୟା 6 ରୁ ରାତି 10 ମଧ୍ୟରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଆପଣ ବି ଯଦି ବାଲିଯାତ୍ରା ବୁଲିବାକୁ ଆସୁଛନ୍ତି ତେବେ ଆଉ ଡେରି ନକରି ଆର୍ଗସ ଷ୍ଟଲ୍ କୁ ଆସନ୍ତୁ ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ ।
ଆମର ଲକି ଡ୍ର ପାର୍ଟନର ହେଉଛନ୍ତି ଗୁପ୍ତା ଡିସଟ୍ରିବ୍ୟୁସନ । ଏଥର ବାଲିଯାତ୍ରାରେ ଆକର୍ଷଣୀୟ ପୁରସ୍କାର ପାଇବାକୁ ହେଲେ ଅର୍ଗସ ଆପ ଡାଉନଲୋଡ୍ କରନ୍ତୁ, ଏବଂ ୟୁଚ୍ୟୁବ୍ ରେ ଆମ ଚ୍ୟାନେଲ୍ କୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୂଲିବେନି । ଏଥର ବାଲିଯାତ୍ରାକୁ