ବାଂଲାଦେଶୀ ନାବାଳିକା ଗୁମର ,ବଢ଼ିଲା ଗିରଫଦାରୀ ସଂଖ୍ୟା
·1 year ago

ଅର୍ଗସ ବ୍ୟୁରୋ: କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା । ଖୋଲୁଛି ବାଂଲାଦେଶୀ ନାବାଳିକା ଗୁମର । ବଢ଼ିଲା ଗିରଫଦାରୀ ସଂଖ୍ୟା। ତୃତୀୟ ଅଭିଯୁକ୍ତ କୁ ଗିରଫ କଲା ମଧୂପଟଣା ପୋଲିସ। ଗିରଫ ଦଲାଲ ଜଣକ ହେଉଛି ଝାରପଡା ଅଞ୍ଚଳର ଅବଦୁଲ ସୟଦୁଲ ସୁଲେମାନ। ଆଉ ଜଣକୁ ଅଟକ ରଖି ପଚରା ଉଚାର କରୁଛି ପୋଲିସ। ସେପଟେ ଗତକାଲି ଭୁବନେଶ୍ବରର କେଶୁରା ଅଞ୍ଚଳରେ ରେଡ କରିଥିଲା କଟକ ପୋଲିସ। ଏହି ଘଟଣା ରେ ଏବେ ବି ଅନେକ ପୋଲିସ ସ୍କାନର ରେ ଅଛନ୍ତି। ବାଙ୍ଗଲାଦେଶ ରୁ କଟକ ପର୍ଯ୍ୟନ୍ତ ଲମ୍ବିଛି ଚେର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
