Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବର କାଣ୍ଡ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବର କାଣ୍ଡ

Key Points

ବର୍ବର କାଣ୍ଡ, ଉଡେଇଲେ ରେଳୱେ ଟ୍ରକ୍

ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବର କାଣ୍ଡ

ସହିଦ୍ ସପ୍ତାହରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ

ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବର କାଣ୍ଡ । ସହିଦ୍ ସପ୍ତାହରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ । ମାଓ ସେହିଦ୍ ସପ୍ତାହ ପାଳନ ବେଳେ ପୋଲିସ ଓ ଜୱନ୍ ଙ୍କ ମିଳିତ ଅପରେସନ ବେଳେ ରକ୍ତ ମୁଖା ମାଓବାଦୀ, ରେଞ୍ଜେଡା ସାଇଡିଂ କୁ ଉଦେଇଲେ ମାଓ ବାଦି । ବନ୍ଧମୁଣ୍ଡା ରେଳବାଇ କଣ୍ଟ୍ରୋଲର ବିମଲାଗଡ ସେକ୍ସନର କରମପାଦା ଏବଂ ରେଞ୍ଜଡ଼ା ମଝିରେ ରେଳ ଟ୍ରାକରେ ଲେଣ୍ଡମାଇନ ବିସ୍ଫୋରଣ। ମାଓବାଦୀ ଉଡାଇଲେ ରେଳ ଟ୍ରାକ।


ରେଲଓ୍ବେ ଟ୍ରାକ୍‌ ଉଡ଼ାଇଦେଲେ ମାଓବାଦୀ । ସରଣ୍ଡା ଜଙ୍ଗଲରେ ଉଡ଼ାଇଦେଲେ ରେଳ ଟ୍ରାକ୍‌ । ରେଞ୍ଜଡା ସାଇଡିଂର ରେଳ ଟ୍ରାକ୍‌କୁ ଉଡ଼ାଇଦେଲେ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ । ମାଓ ସହିଦ୍ ସପ୍ତାହ ପାଳନ ବେଳେ ରେଳ ଟ୍ରାକ୍‌ ଉଡ଼ାଇ ଦେଲେ । ସଂପୃକ୍ତ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
barbaric-attack-by-maoists-in-saranda-forest-sundargarh-district | Argus News