Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝାଡୁ ଧରି ଅଫିସ ସଫା କଲେ ବିଡ଼ିଓ

Rashmita Mishra
Browse all articles by Rashmita Mishra
·1 year ago
ଝାଡୁ ଧରି ଅଫିସ ସଫା କଲେ ବିଡ଼ିଓ

ଅର୍ଗସ ବ୍ୟୁରୋ: ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ପଡିଥିବା ଅଳିଆ ଆବର୍ଜନାକୁ ନିଜେ ଝାଡୁ ଧରି ସଫା କଲେ ବିଡ଼ିଓ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପରିସରରେ । ବିଡ଼ିଓ ନିଜେ ଝାଡୁ ଧରି ଅଳିଆ ସଫା କରିଥିଲେ । ଦୁର୍ଗନ୍ଧରେ ଫାଟି ପଡୁଥିଲା ବ୍ଲକ ପରିସର ।  ଦୀର୍ଘ ଦିନ ଧରି କାର୍ଯ୍ୟାଳୟ ଗୁଡିକରେ ଝାଡୁ ମରାଜାଯାଇନଥିବା ଜାଣିବାକୁ ପାଇ  ବିଡ଼ିଓ ନିଜେ ଝାଡୁ ଧରି ସଫା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BDO cleans the office with a broom | Argus News