Videos
|
Odisha

ପିସିସି ସଭାପତି ଘୋଷଣା ପୂର୍ବରୁ କଂଗ୍ରେସରେ ହଲଚଲ,ଶକ୍ତି ପ୍ରଦର୍ଶନ କଲେ ମୋକିମ ଗୋଷ୍ଠୀ

Sangram Tripathy
Browse all articles by Sangram Tripathy
·1 year ago
ପିସିସି ସଭାପତି ଘୋଷଣା ପୂର୍ବରୁ କଂଗ୍ରେସରେ ହଲଚଲ,ଶକ୍ତି ପ୍ରଦର୍ଶନ କଲେ ମୋକିମ ଗୋଷ୍ଠୀ

ଅର୍ଗସ ବ୍ୟୁରୋ:ଦୀପାବଳି ପରେ ରାଜ୍ୟ କଂଗ୍ରେସକୁ ମିଳିବ  ନୂଆ ମୁଖିଆ ବୋଲି ଚର୍ଚ୍ଚା ହେଉଥିଲା ମାତ୍ର ଏଯାଏ କଂଗ୍ରେସ ଘୋଷଣା କରିନି ମୁଖିଆ,ଏହାରି ମଧ୍ୟରେ ପିସିସି ସଭାପତି ଘୋଷଣା ପୂର୍ବରୁ କଂଗ୍ରେସରେ ବଡ଼ ହଲଚଲ ଦେଖିବାକୁ ମିଳୁଛି। ମେଳି ବାନ୍ଧିଲେ ମୋକିମଙ୍କ କ୍ୟାମ୍ପର କଂଗ୍ରେସ ନେତା,ଭୁବନେଶ୍ବର ରୋଟାରି କ୍ଲବରେ ଅନେକ ନେତା ଏକାଠି ବନ୍ଧୁ ମିଳନ ଆଳରେ ଶକ୍ତି ପ୍ରଦର୍ଶନ କରାଯାଉଥିବା କଥା ଚର୍ଚ୍ଚା ହେଉଛି। ନୂଆ ସଭାପତି ରେସ୍ ରେ ଭକ୍ତ ଦାସ,ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲ୍ଲକା, ବିଶ୍ୱରଂଜନ ମହାନ୍ତି ଓ ମହମ୍ମଦ ମୋକିମ ଆଦି ରହିଛନ୍ତି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: