Pitabash Panda Murder Case / ବ୍ରହ୍ମପୁର ପୋଲିସ ହାତରେ ସାର୍ପସୁଟର କୁରୁପତି ଭୂୟାଁ ଓ ଉମା ବିଷୋୟୀ
·10 months ago·2 min read

Key Points
ପୀତବାସ ହତ୍ୟା ମାମଲାରେ ପୋଲିସକୁ ମିଳିଲା ବଡ ସଫଳତା। ଫେରାର ଥିବା ସାର୍ପ ସୁଟର କୁରୁପତି ଭୂୟାଁ ଓ ଉମା ବିଷୋୟୀଙ୍କ ଧରିଛି ପୋଲିସ। ଏହାସହ ପୀତବାସ ହତ୍ୟା ମାମଲାରେ ଗିରଫଦାରି ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି।
ପୀତବାସ ହତ୍ୟା ମାମଲାରେ ପୋଲିସକୁ ମିଳିଲା ବଡ ସଫଳତା। ଫେରାର ଥିବା ସାର୍ପ ସୁଟର କୁରୁପତି ଭୂୟାଁ ଓ ଉମା ବିଷୋୟୀଙ୍କ ଧରିଛି ପୋଲିସ। ଏହାସହ ପୀତବାସ ହତ୍ୟା ମାମଲାରେ ଗିରଫଦାରି ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି। ତେବେ ଏ ନେଇ ପୋଲିସ ପକ୍ଷରୁ ଆଜି କୌଣସି ପ୍ରତିକିୟା ମିଳନି। ଅଭିଯୁକ୍ତଙ୍କୁ କେଉଁ ସ୍ଥାନରୁ ଗିରଫ କରାଗଲା ମଧ୍ୟ ପୋଲିସ ସ୍ପଷ୍ଟ କରିନି।
ଘଟଣା ଦିନ ସାର୍ପ ସୁଟର କୁରୁପତି ବସିଥିଲା ବାଇକର ପଛରେ ଆଉ ବାଇକ ଚଲାଉଥିଲା ଚିଣ୍ଟୁ। କୁରୁପତି ନାଁରେ ବିଭିନ୍ନ ଥାନରେ ରହିଛି ୪ଟି ମାମଲା। ଫେରାର ଥିବା ଉମା ବିଷୋୟୀ ନାଁରେ ଗଞ୍ଜାମର ବିଭନ୍ନ ଥାନାରେ ରହିଛି 10 ରୁ ଉର୍ଦ୍ଧ୍ବ ମାମଲା। ଏଥିରେ ହତ୍ୟା, ଡକାୟତି ଭଳି ସଙ୍ଗୀନ ମାମଲାରୁ ନେଇ ଆର୍ମ ଆକ୍ଟରେ ବି ରହିଛି ମାମଲା। ଦୁହିଁଙ୍କୁ ଧରିବାକୁ ରାଜ୍ୟ ବାହାରେ ଜାଲ ବିଛାଇଥିଲା ବ୍ରହ୍ମପୁର ପୋଲିସ।
ଯଦିଓ ପୋଲିସ ବିଧିବଦ୍ଧ ଭାବେ ଦୁହିଁଙ୍କ ଗିରଫଦାରୀ ନେଇ କୌଣସି ସୂଚନା ଦେଉନି। ତଥାପି ଅର୍ଗସକୁ ମିଳିଥିବା ସୂଚନା ଅନୁସାରେ ଦୁହିଁଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଜାରି କରିଛି ପୋଲିସ।
ପୀତବାସ ହତ୍ୟା ମାମଲାରେ ଏବେ ସୁଦ୍ଧା ପୋଲିସ ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ମିଶାଇ ୧୫ ଜଣଙ୍କୁ ଗିରଫ କଲାଣି।
ଏହାସହ ପଢ଼ନ୍ତୁ : ପୀତବାସ ହତ୍ୟା ମାମଲା: ତଦନ୍ତ ପାଇଁ ୨ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ମାମଲା ଲଢିବା ପାଇଁ ଦୁଇ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍ପି ଚିଠି ଲେଖିଛନ୍ତି । ହାଇକୋର୍ଟର ଦୁଇ ଓକିଲଙ୍କୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ CB- CID ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସ୍ପି ।
ସିବିଆଇର ପୂର୍ବତନ ଅତିରିକ୍ତ ଆଇନ ପରାମର୍ଶଦାତା କାଳୀ ଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢ଼ୀ । ଏହି ଦୁଇ ବରିଷ୍ଠ ଓକିଲଙ୍କୁ ସ୍ବତନ୍ତ୍ର ପିପି ଭାବେ ନିୟୋଜିତ କରିବାକୁ ଚିଠି ଲେଖିଛନ୍ତି ଏସ୍ପି । କାଳୀ ଚରଣ ମିଶ୍ରଙ୍କ ଓଡ଼ିଶାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲା ପରିଚାଳନାର ଦକ୍ଷତା ରହିଛି । ସେହିପରି ଅବିନାଶ ପାଢ଼ୀ ବି ବହୁ ଅପରାଧିକ ମାମଲା ପରିଚାଳନା କରିଛନ୍ତି । ତେଣୁ ଏହି ଦୁଇ ଅଭିଜ୍ଞ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍ପି କହିଛନ୍ତି ।

Related Topics
Explore more stories