Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକ ହିଂସା ଘଟଣା:ଆଜି ଭଦ୍ରକ ଯିବେ ପୋଲିସ ଡିଜି,ସ୍ଥିତି କରିବେ ଅନୁଧ୍ୟାନ

Sangram Tripathy
Browse all articles by Sangram Tripathy
·1 year ago
ଭଦ୍ରକ ହିଂସା ଘଟଣା:ଆଜି ଭଦ୍ରକ ଯିବେ ପୋଲିସ ଡିଜି,ସ୍ଥିତି କରିବେ ଅନୁଧ୍ୟାନ

ଅର୍ଗସ ବ୍ୟୁରୋ:ଆଜି ଭଦ୍ରକ ଗସ୍ତରେ ଯିବେ ପୋଲିସ ଡିଜି ୱାଇ ବି ଖୁରାନିଆ,ଭଦ୍ରକ ଏବଂ ଧାମନଗରର ସ୍ଥିତି କରିବେ ଅନୁଧ୍ୟାନ। ଭଦ୍ରକ ହିଂସା ଘଟଣାରେ ଆକ୍ସନ ମୋଡରେ ପୋଲିସ।୨୭ରେ ପହଞ୍ଚିଲାଣି ଗିରଫ ସଂଖ୍ୟା।ପୁରୁଣା ବଜାର ଥାନା ଅଞ୍ଚଳରୁ ୧୦ ଓ ଧାମନଗରରୁ ୧୭ ଜଣଙ୍କୁ ବାନ୍ଧିଛି ପୋଲିସ,ଏ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଲାଗିଛି।ମୁଖ୍ୟ ଅଭିଯୁକ୍ତ ଫିର୍ଦ୍ଦୋସକୁ ଧରିବା ପାଇଁ ମୋବାଇଲ ଟ୍ରାକିଂ ସହ ଘନ ଘନ ଚଢ଼ାଉ ଜାରି ରଖିଛି ଜିଲ୍ଲା ପ୍ରଶାସନ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhadrak violence incident: Police DG will go to Bhadrak today, the situation will be investigated | Argus News