ଭରତପୁର ଥାନା ଘଟଣା; ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ
·1 year ago

ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପ୍ରସଙ୍ଗ । ଆଜି ଠାରୁ ଆରମ୍ଭ ହେବ ବିଚାର ବିଭାଗ ତଦନ୍ତ । ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ଭୁବନେଶ୍ବର ସର୍କିଟ ହାଉସରେ ସ୍ଥାପିତ ହୋଇଛି କମିଶନଙ୍କ କାର୍ଯ୍ୟାଳୟ । ଆଜି ବିଜ୍ଞପ୍ତି ପ୍ରକାଶ କରିବେ କମିଶନ । ସତ୍ୟପାଠ ଆହ୍ୱାନ ପାଇଁ ଜାରି ହେବ ବିଜ୍ଞପ୍ତି । ପୂର୍ବରୁ କମିଶନଙ୍କୁ "ଟର୍ମ ଅଫ ରେଫରେନ୍ସ " ଦେଇ ସାରିଛନ୍ତି ରାଜ୍ୟ ସରକାର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: