3 ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ
·1 year ago

ଯାଜପୁର: 3 ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ । ଏସ ଡି ଜେ ଏମ କୋର୍ଟରେ ଜାମିନ ଖାରଜ ହୋଇଛି । ପୋଲିସ ପକ୍ଷରୁ ହୋଇଥିଲା ଦୁଇଟି ଅଭିଯୋଗ । କେସ ନମ୍ବର ୪୬୯ ଏବଂ ୪୭୦ ରାସ୍ତା ରୋକ, ଥାନା ଘେରାଉ । ସେହିପରି ଚାଷୀଙ୍କ ଅଭିଯୋଗ ୪୭୨ ଯାହା ଗୋବିନ୍ଦ ସାହୁ କରିଥିଲେ । ଏହା ଉପରେ ଆଜି କୋର୍ଟରେ ଭବ ପ୍ରସାଦ ଦାସଙ୍କୁ ହାଜର କରାଯାଇଥିଲା । ଏହି ତିନୋଟି ମାମଲାରେ ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ ଭବଙ୍କ ଓକିଲ । ତେବେ ଏହି ତିନୋଟି ମାମଲାରେ ଏସଡିଜେଏମ କୋର୍ଟ ଜାମିନ ଖାରଜ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: