ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ମିଳିଲା ମାରିଜୁଆନା
·10 months ago

Key Points
ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲା ବେଳେ ବାନ୍ଧିଲା କଷ୍ଟମ ବିଭାଗ । ପୂର୍ବରୁ ମଧ୍ୟ ଏକାଧିକ ଥର ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହୋଇଥିଲା ମାରିଜୁଆନା ।
ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ମିଳିଲା ମାରିଜୁଆନା । ୪ କୋଟି ଟଙ୍କାର ମାରିଜୁଆନା ଜବତ କଲା DRI I ପ୍ରେମୀ ଯୁଗଳ କରୁଥିଲେ ଚାଲାଣ I ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲା ବେଳେ ବାନ୍ଧିଲା କଷ୍ଟମ ବିଭାଗ I ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା I ପୂର୍ବରୁ ଏକାଧିକ ଥର ଏୟାରପୋର୍ଟ ରୁ ଜବତ ହୋଇଥିଲା ମାରିଜୁଆନା ।
ଅହୁରି ପଢନ୍ତୁ: ଭୁବନେଶ୍ୱର ଏୟାରପୋର୍ଟରୁ ୩୦ କୋଟିର ମାରିଜୁଆନା ଜବତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: