Videos
|
Odisha

ଭିଜିଲାନ୍ସ ପଞ୍ଝାରେ ଭୁବନେଶ୍ୱର BMC ଏକଜିକ୍ୟୁଟିଭ ଇଞ୍ଜିନିୟର

Rashmita Mishra
Browse all articles by Rashmita Mishra
·1 year ago
ଭିଜିଲାନ୍ସ ପଞ୍ଝାରେ ଭୁବନେଶ୍ୱର BMC ଏକଜିକ୍ୟୁଟିଭ ଇଞ୍ଜିନିୟର

Key Points

ଭିଜିଲାନ୍ସ ପଞ୍ଝାରେ ଭୁବନେଶ୍ୱର BMC ଏକଜିକ୍ୟୁଟିଭ ଇଞ୍ଜିନିୟର
BMC ଏକଜିକ୍ୟୁଟିଭ ଇଞ୍ଜିନିୟର ଜଗନ୍ନାଥ ପଟ୍ଟନାୟକ
ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ

ଭିଜିଲାନ୍ସ ପଞ୍ଝାରେ ଭୁବନେଶ୍ୱର BMC ଏକଜିକ୍ୟୁଟିଭ ଇଞ୍ଜିନିୟର ଜଗନ୍ନାଥ ପଟ୍ଟନାୟକ । ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ବଡଗଡ଼ ଅଞ୍ଚଳରେ ଥିବା ୩ ମହଲା ଘର ସମେତ ବାଲିଅନ୍ତା ରଣପୁର ମୌଜାରେ ଥିବା ଫାର୍ମ ହାଉସ, ରାୟଗଡ଼ା ପୈତୃକ ଘର ଏବଂ ଭୁବନେଶ୍ୱର ବିଏମସି ଅଫିସରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ରେଡରେ ସାମିଲ ଅଛନ୍ତି ୬ ଜଣ ଡିଏସପି, ୧୦ ଜଣ ଇନ୍ସିପେକ୍ଟର ଏବଂ ଅନ୍ୟାନ୍ୟ ଅଧିକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bhubaneswar-bmc-executive-engineer-under-vigilance-watch | Argus News