Flight Delay In Bhubaneswar / ଘନ କୁହୁଡ଼ି ଯୋଗୁ ଭୁବନେଶ୍ବରରେ ଅଟକିଛି ବହୁ ବିମାନ
·8 months ago·2 min read

Key Points
କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରପ୍ତ
୫ ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି
୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି

କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରପ୍ତ ।୫ ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି। ୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି।ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବାଙ୍ଗାଲୋରରୁ ଆସୁଥିଲା। ଦିନ ୧୨ଟା ପର୍ଯ୍ୟନ୍ତ ସ୍ବାଭାବିକ ହୋଇ ନାହିଁ ବିମାନ ସେବା। ଆଜି ସକାଳେ runway ରେ ଦୃଶ୍ୟମାନ ୫୦ ମିଟର ଥିଲା ସେଥିପାଇଁ ବିମାନ ଉଡି ପାରିନଥିଲା।
ଅତି କମରେ ଦୃଶ୍ୟମାନ 550ମିଟର ରହିଲେ ବିମାନ ଉଡାଣ ହୋଇଥାଏ।
ଏହାସହ ପଢ଼ନ୍ତୁ: ନୂଆବର୍ଷ ଆରମ୍ଭରୁ ୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର
ଭୁବନେଶ୍ୱରରୁ ଡେରାଡୁନ ସକାଳ ୬ ଟା ରେ ଥିବା ବିମାନ ଦିନ ୧୦ ଟାରେ ଉଡାଣ ଭରିଛି । ସେହିପରି ଜୟପୁର ଉତକେଲା ବିମାନ ମଧ୍ୟ ବିଳମ୍ବରେ ଉଡାଣ ଭରିଛି। ପ୍ରୋଟୋକଲ ଅନୁସାରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଗକୁ କୁହୁଡି ଜାରି ରହିବ। ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ।
ଏହାସହ ପଢ଼ନ୍ତୁ: ନୂଆବର୍ଷ ପୂର୍ବରୁ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ି: IMD ଜାରି କଲା ସତର୍କତା, 128 ବିମାନ ବାତିଲ
ନୂଆବର୍ଷ ପୂର୍ବରୁ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ପାଗ ଅନୁଭୂତ ହେବ। ଭାରତୀୟ ପାଣିପାଗ ବିଭାଗ (IMD) ଘନ କୁହୁଡ଼ି ଏବଂ ଥଣ୍ଡା ଲହରୀ ସହିତ ଏକ ଥଣ୍ଡା ଦିବସର ଚେତାବନୀ ଜାରି କରିଛି। ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତର ପ୍ରଦେଶରେ ଜାନୁଆରୀ 1 ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି (ଡିସେମ୍ବର 29) ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ବିହାରର କିଛି ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବିପଜ୍ଜନକ ସ୍ଥିତିରେ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ । ନିଶ୍ବାସ, ପ୍ରଶ୍ବାସ ନେବାରେ ହେଉଛି ସମସ୍ୟା, ବିଗୁଡୁଛି ସ୍ବାସ୍ଥ୍ୟାବସ୍ଥା। ଅନେକ ସ୍ଥାନରେ ୪୦୦ ଟପିଲାଣି AQI ମାନ । ବିବେକ ବିହାରରେ AQI 458 ଓ ୱାଜିରପୁରରେ AQI 443 ରେକର୍ଡ ହୋଇଛି । ୧୨୮ଟି ଫ୍ଲାଇଟ ବାତିଲ କରାଯାଇଛି । ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ନୋ PUC, ନୋ ଫୁଏଲ ନିୟମ କଡ଼ାକଡ଼ି କରିଛନ୍ତି ସରକାର।
ଦିଲ୍ଲୀରେ ଘନ କୁହୁଡ଼ି ସତର୍କତା
ଆଜି ରାଜଧାନୀ ଦିଲ୍ଲୀରେ ଅତ୍ୟନ୍ତ ଘନ କୁହୁଡ଼ି ପାଇଁ ପାଣିପାଗ ବିଭାଗ ଏକ ଚେତାବନୀ ଜାରି କରିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀର ଅନେକ ସ୍ଥାନରେ ଦୃଶ୍ୟମାନତା ବହୁତ କମ୍ ରହିବ, ଯାହା ଯାତାୟାତରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି। କୁହୁଡ଼ି କେନ୍ଦ୍ରୀୟ ଦିଲ୍ଲୀ, ନୂଆଦିଲ୍ଲୀ, ପୂର୍ବ, ଉତ୍ତର, ଉତ୍ତର-ପୂର୍ବ ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀର ଅଞ୍ଚଳଗୁଡ଼ିକ ସହିତ ଦକ୍ଷିଣ, ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଦିଲ୍ଲୀକୁ ପ୍ରଭାବିତ କରିବ।
ଦିଲ୍ଲୀ ଏୟାରପୋର୍ଟରେ ଜାରି ହେଲା ଟ୍ରାଭେଲ ଆଡଭାଇଜାରି
ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ଯାତ୍ରାକୁ ନେଇ ପରାମର୍ଶ ଜାରି କରିଛି, ଯାହା ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରେ। ପରାମର୍ଶରେ କୁହାଯାଇଛି, "ଯାତ୍ରୀମାନଙ୍କର ଅସୁବିଧାକୁ କମ କରିବା ପାଇଁ ଆମେ ସମସ୍ତ ଅଂଶୀଦାରଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ। ଯାତ୍ରୀମାନଙ୍କୁ ସର୍ବଶେଷ ବିମାନ ସୂଚନା ପାଇଁ ସେମାନଙ୍କ ସମ୍ପୃକ୍ତ ବିମାନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଯେକୌଣସି ଆନ୍ତର୍ଜାତୀୟ ଅସୁବିଧା ପାଇଁ ଆମେ ଦୁଃଖିତ।"

Related Topics
Explore more stories