Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାନୁଆରୀ ୩ ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

Odisha

ଜାନୁଆରୀ ୩ ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

Smruti Parija
Browse all articles by Smruti Parija
·1 year ago
ଜାନୁଆରୀ ୩ ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଅର୍ଗସ ବ୍ୟୁରୋ: ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ୱର ପ୍ରଧାନ ନୂଆ କଂସ । ଆଜିର ଚୟନ ପ୍ରକ୍ରିୟାରେ କଂସ ଭୂମିକା ପାଇଁ ମନୋନୀତ ହୋଇଛନ୍ତି । ଅନ୍ୟ ୩ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ଭୁବନେଶ୍ବର । ଜାନୁଆରୀ ୩ ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
bhubaneswar-pradhan-selected-as-new-kansa | Argus News