ଭୁବନେଶ୍ବର-ପୁରୀ NH ୩୧୬ ହେବ ୬ ଲେନ୍
·1 year ago

ଅର୍ଗସ ବ୍ୟୁରୋ: ଭୁବନେଶ୍ବର-ପୁରୀ ଏନ୍ଏଚ୍ ୩୧୬ ହେବ ୬ ଲେନ୍ । ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ୍ ବିଶିଷ୍ଟ ହେବ । ୬ ଲେନ୍ ରାସ୍ତା ସହ ୨ ପାର୍ଶ୍ବରେ ୨ ଲେନ୍ ସର୍ଭିସ୍ ରୋଡ୍ ରହିବ । ଏ ସଂପର୍କୀତ ପ୍ରସ୍ତାବ ମଂଜୁର ହୋଇଥିବା ଜଣାଇଲେ ରାଜ୍ୟ ସରକାର । ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ NHAI ଆଞ୍ଚଳିକ ଅଫିସ୍କୁ ଚିଠି । ଏ ସଂପର୍କରେ ଡିପିଆର୍ ପ୍ରସ୍ତୁତ କରି ମୁଖ୍ୟ ସଚିବଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: