ଭୁବନେଶ୍ବର ଟ୍ରାଫିକ୍ ବ୍ୟବସ୍ଥାରେ ଆସିବ ସୁଧାର
·1 year ago

ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିଶନରେଟ ଅଫ ପୋଲିସ ପକ୍ଷରୁ ଲେନ୍ ଡ୍ରାଇଭିଂକୁ ଗୁରୁତ୍ୱ। ରାସ୍ତାରେ ଲେନ୍ ମାଧ୍ୟମରେ ଗାଡି ଚଳାଇ ହେଲା ଟେଷ୍ଟିଙ୍ଗ। ଜୟଦେବ ବିହାର ଛକରେ ଟେଷ୍ଟିଙ୍ଗ କରାଯାଇଛି। ଦିନକୁ ଦିନ ଜାମ ହେବାରେ ଲାଗିଛି ରାଜଧାନୀର ରାସ୍ତା। ତେଣୁ ଲେନ୍ ଡ୍ରାଇଭ ମାଧ୍ୟମରେ କେମିତି ଟ୍ରାଫିକ ବ୍ୟବସ୍ଥାର ସୁଧାର ଅଣାଯାଇ ପାରିବ ସେ କମିଶନରେଟ ଅଫ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇ ଟେଷ୍ଟିଂ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: