Videos
|
Odisha

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସ୍କୁଲ ପିଲା ଅଣ୍ଡା ଖାଉନଥିଲେ ଦିଆଯିବ ଫଳ

Banajyotshna Ray
Browse all articles by Banajyotshna Ray
·1 year ago
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସ୍କୁଲ ପିଲା ଅଣ୍ଡା ଖାଉନଥିଲେ ଦିଆଯିବ ଫଳ

Key Points

ସ୍କୁଲ ପିଲାଙ୍କୁ ଦିଆଯିବ ଫଳ

ସ୍କୁଲ ପିଲା ଅଣ୍ଡା ଖାଉନଥିଲେ ଦିଆଯିବ ଫଳ 

ସ୍କୁଲ ପିଲାଙ୍କୁ ଦିଆଯିବ ଫଳ । ସ୍କୁଲ ପିଲା ଅଣ୍ଡା ଖାଉନଥିଲେ ଦିଆଯିବ ଫଳ ।  ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇଦେବାକୁ ନିର୍ଦ୍ଦେଶ। ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଟା ଖାଉନଥିଲେ ଦିଆଯିବ ଫଳ । ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ସ୍କୁଲ ପିଲାଙ୍କ ଖାଇବାରେ ମିଶିଲା ଫଳ। ଅଣ୍ଡା ନଖାଇଲେ ପିଲା ଖାଇବେ ଫଳ।


ଏନେଇ DEOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ୍ ଅଫିସର। । ସ୍କୁଲରେ ପିଲାଙ୍କୁ ଫଳ ଦିଆଯିବା ନେଇ ନିର୍ଦ୍ଦେଶ କରାଯାଇଛି। ମଧ୍ୟାହ୍ନ ଭୋଜନ ସହ ଫଳ ଖାଇବାକୁ ଦିଆଯିବ। ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ସରକାର ଏ ନିଷ୍ପତ୍ତି ନେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

big-announcement-by-the-state-government-school-children-will-be-given-fruits-if-they-do-not-eat-eggs | Argus News